ରାଜଧାନୀର ୫ଟି ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା BMC

ଭୁବନେଶ୍ୱର : ରାଜଧାନୀକୁ ପୁଣି ଫେରିଲା ଆବଦ୍ଧାଞ୍ଚଳ। ଭୁବନେଶ୍ୱରର ୫ଟି ଅଞ୍ଚଳକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ୫ଟି ଅଞ୍ଚଳକୁ ବିଏମସି ଆବଦ୍ଧାଞ୍ଚଳ ଭାବେ ଘୋଷଣା କରିଛି। ସତ୍ୟନଗର,ବାପୁଜୀନଗରର ନିର୍ଦ୍ଦିଷ୍ଟ ଅଞ୍ଚଳ, ଆଚାର୍ଯ୍ୟ ବିହାର ସାଇ ଟେମ୍ପୁଲ ନିକଟ ଅଞ୍ଚଳ, ଟଙ୍କପାଣି ବିଷ୍ଣୁନଗର, ଆଚାର୍ଯ୍ୟ ବିହାର ପାଣିଟାଙ୍କି ଅଞ୍ଚଳ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *