

- ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ: ନବୀନ, କେନ୍ଦୁଝରରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ କହିଲେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ, ମୁଁ ଚାହେଁ- ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ
- କୋଭିଡ ପଜିଟିଭ ହୋଇଥିବା ସତ୍ତ୍ୱେ ବିଧାୟକ ସୁରେଶ କୁମାର ରାଉତରାୟ ବାହାରେ ବୁଲୁଛନ୍ତି, ଏହା ତାଙ୍କ ପାଇଁ ତଥା ତାଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ହେଉଛି ଚର୍ଚ୍ଚା