

- ସୂର୍ଯ୍ୟମୁଖୀ ଓ ଖାଇବା ତେଲରେ ଦରବୃଦ୍ଧିର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହେଲାଣି, ସୂର୍ଯ୍ୟମୁଖୀ ତେଲର ପ୍ରାୟ ୮୦% ୟୁକ୍ରେନ ଓ ରୁଷିଆରୁ ଆସିଥାଏ, ଯୁଦ୍ଧ ଯୋଗୁଁ ଯୋଗାଣ ପ୍ରଭାବିତ ହେବାରୁ ଦରବୃଦ୍ଧିର ବହୁ ସମ୍ଭାବନା,ଖାଇବା ତେଲର ଅନବରତ ଯୋଗାଣ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି: ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
- ରଷିଆ କବଜାରେ ୟୁକ୍ରେନରେ ଥିବା ୟୁରୋପର ସବୁଠାରୁ ବଡ଼ ଆଣବିକ ଶକ୍ତି କେନ୍ଦ୍ର