ରଷିଆ କବଜାରେ ୟୁକ୍ରେନରେ ଥିବା ୟୁରୋପର ସବୁଠାରୁ ବଡ଼ ଆଣବିକ ଶକ୍ତି କେନ୍ଦ୍ର

ୟୁକ୍ରେନର ଆଣବିକ ଶକ୍ତି କେନ୍ଦ୍ର ଅଞ୍ଚଳକୁ ରଷିଆ ସେନା ପ୍ରବେଶ କରିଥିବା ଏଫପି ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ।

ରଷିଆ କବଜାରେ ୟୁରୋପର ସବୁଠାରୁ ବଡ଼ ଆଣବିକ ଶକ୍ତି କେନ୍ଦ୍ର । ସକାଳେ ଜାପୋରିଝଝିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ରଷିଆର ଆକ୍ରମଣ ପରେ ଏବେ ନିୟନ୍ତ୍ରଣକୁ ନେଇଥିବା ସ୍ବିକାର କଲା ୟୁକ୍ରେନ ।

Leave a Reply

Your email address will not be published. Required fields are marked *