

- ଭୁବନେଶ୍ୱର: ଜୁନିଅର ହକି ୱାର୍ଲଡ କପ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ରାଜଧାନୀରେ ୧୬ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ; ୧୦ଟି ହୋଟେଲରେ ରହୁଥିବା ଖେଳାଳି ଓ ଅଫିସିଆଲଙ୍କ ସୁରକ୍ଷାକୁ ଗୁରୁତ୍ୱ, ହୋଟେଲରୁ ଷ୍ଟାଡିୟମକୁ ଯିବାଆସିବା ଉପରେ ଅଧିକ ଫୋକସ କରାଯିବ, ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ୱର ଡିସିପିଙ୍କ ସୂଚନା
- ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ହେବ PGIMSR-ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ, ୨୨୩୫ କୋଟି ଟଙ୍କାର ବ୍ୟୟ ଅଟକଳକୁ କ୍ୟାବିନେଟର ମଞ୍ଜୁରି