

- ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଜେଟିପି ବାଇକ୍ ଚଳାଇ ଯାଉଥିବା ପ୍ରସଙ୍ଗରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ପ୍ରତିକ୍ରିୟା, ଜେଟିପି ବିଜୟ ସେଠୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି, ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ବାରିକେଡ୍ ଦେଇ ସିଲ୍ ହେଲା ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ବାର ଗେଟ୍
- କେନାଲରେ ଭାସିଯାଇ ୨ ନାବାଳକ ନିଖୋଜ; ହାଟଡିହି ନିକଟ କେନାଲରେ ଗାଧୋଇବା ବେଳେ ଭାସିଗଲେ, ହଦଗଡ଼-ଛେନାପଦୀ ମୁଖ୍ୟ କେନାଲରେ ଭାସିଯାଇ ନିଖୋଜ