ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଜେଟିପି ବାଇକ୍‌ ଚଳାଇ ଯାଉଥିବା ପ୍ରସଙ୍ଗରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ପ୍ରତିକ୍ରିୟା, ଜେଟିପି ବିଜୟ ସେଠୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଛି, ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ବାରିକେଡ୍‌ ଦେଇ ସିଲ୍‌ ହେଲା ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ବାର ଗେଟ୍‌

Leave a Reply

Your email address will not be published. Required fields are marked *