

- ବୌଦ୍ଧ RTO ଅଫିସର ପ୍ରୋଗ୍ରାମ ଅଫିସର ରଞ୍ଜନ ଦାସ ଗିରଫ, ଗାଡ଼ିର ଜାଲ୍ ଫିଟନେସ ସାର୍ଟିଫିକେଟ ପ୍ରଦାନ ଅଭିଯୋଗରେ ଗିରଫ,ବିଳମ୍ବିତ ରାତିରେ ତାଙ୍କ ଘରେ ଚଢ଼ାଉ କରି ଗିରଫ କରିଛି ବୌଦ୍ଧ ପୋଲିସ
- ମମିତାଙ୍କୁ ନ୍ୟାୟ ଦାବି କରି ଭୁବନେଶ୍ୱର ଜିଲ୍ଲା ବିଜେପିର ଦସ୍ତଖତ ଅଭିଯାନ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଦସ୍ତଖତ ଅଭିଯାନ, ମମିତାଙ୍କୁ ନ୍ୟାୟ ଓ ସିବିଆଇ ତଦନ୍ତ ଦାବି ଦୋହରାଇଲା ବିଜେପି, ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଥିବାରୁ ତୁରନ୍ତ ବହିଷ୍କାର ଦାବି କଲା ବିଜେପି