ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସାହିତ୍ୟିକ, ପ୍ରଶାସକ ତଥା ‘ସମୟ’ ଖବର କାଗଜର ମୁଖ୍ୟ ସମ୍ପାଦକ ସାତକଡ଼ି ହୋତା

ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସାହିତ୍ୟିକ, ପ୍ରଶାସକ ତଥା ‘ସମୟ’ ଖବର କାଗଜର ମୁଖ୍ୟ ସମ୍ପାଦକ ସାତକଡ଼ି ହୋତା । ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେଲା ଅନ୍ତିମ ସଂସ୍କାର । ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ବଡ଼ପୁଅ ସଞ୍ଜୀବ ହୋତା ଦେଇଛନ୍ତି ମୁଖାଗ୍ନି ।

Leave a Reply

Your email address will not be published. Required fields are marked *