

- ପୁରୀ ସତ୍ୟବାଦୀ SBI ବ୍ୟାଙ୍କରେ ଅଗ୍ନିକାଣ୍ଡ, କ୍ୟାଣ୍ଟିନ୍ରେ ଗ୍ୟାସ ପାଇପ୍ ଲିକ୍ ହେବାରୁ ଅଗ୍ନିକାଣ୍ଡ, ଘଟଣା ସ୍ଥଳରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ
- ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡ ଉପରକୁ ଅଣ୍ଡାମାଡ଼, ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଅଣ୍ଡାମାଡ଼, ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଥାନାରେ ଅଟକ