- କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଅନ୍ନଦାତାଙ୍କ ସତ୍ୟାଗ୍ରହ ଆଗରେ ଅହଂକାରର ମୁଣ୍ଡ ନଇଁଲା: ରାହୁଲ
- ଏବେ ହଟିବନି ଚାଷୀ ଆନ୍ଦୋଳନ; ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବି ପ୍ରତ୍ୟାହାର ହେବନି କୃଷକ ଆନ୍ଦୋଳନ, ସଂସଦରେ କୃଷି ଆଇନ ପ୍ରତ୍ୟାହାର ହେବା ଯାଏ ଆନ୍ଦୋଳନ ଜାରି ରହିବ, ଆନ୍ଦୋଳନ ଜାରି ରଖିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ନିଷ୍ପତ୍ତି, ଟ୍ବିଟ୍ କରି ସୂଚନା ଦେଲେ କୃଷକ ନେତା ରାକେଶ ଟିକାୟତ