କୋରୋନା ଟିକାର ତୃତୀୟ ଡୋଜ

ଖୁବ୍‌ ଶୀଘ୍ର କୋରୋନା ଟିକାର ତୃତୀୟ ଡୋଜ ନେବେ ଭାରତୀୟ। ଆସନ୍ତା ସପ୍ତାହରେ କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କ ବୈଠକରେ ତୃତୀୟ ଡୋଜ ଟିକାକରଣର ନିୟମ ପ୍ରସ୍ତୁତ ହେବ। ଏହାକୁ ‘ବୁଷ୍ଟର ଡୋଜ୍’ ପରିବର୍ତ୍ତେ ‘ଅତିରିକ୍ତ ଡୋଜ୍’ କୁହାଯିବ । ଏଯାଏ ୩୮.୨ କୋଟି ଭାରତୀୟ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି

Leave a Reply

Your email address will not be published. Required fields are marked *