

- କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ରାଜ୍ୟ ସମବାୟ ମନ୍ତ୍ରୀଙ୍କ ସ୍ବାଗତ
- କେନ୍ଦ୍ରର ୩ ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା କଲେ PM ମୋଦି, ଚାଷୀଙ୍କୁ MSP ପ୍ରଦାନ ପାଇଁ ବି ନୂଆ କମିଟି ଗଠନ କରିବାକୁ ଘୋଷଣା, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ବ୍ୟବସ୍ଥାର ସମୀକ୍ଷା କରିବ କମିଟି, MSP ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଓ ପ୍ରଭାବଶୀଳ କରିବା ଲକ୍ଷ୍ୟ