ଜାତୀୟ ମହିଳା ହକି ଦଳରେ ୪ ଓଡ଼ିଆ

ଏସୀୟ ମହିଳା ହକି ଚାମ୍ପିଅନ୍ସ ଟ୍ରଫି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ୪ ଓଡ଼ିଆ-ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ, ମାରିଆନା କୁଜୁର, ସବିତା ପୁନିଆ ହେଲେ ଅଧିନାୟିକା, ଓଡ଼ିଶାର ଦୀପଗ୍ରେସ ଏକ୍କା ଉପଅଧିନାୟିକା, ଡିସେମ୍ବର ୫ରୁ ୧୨ ଯାଏ ଖେଳାଯିବ ଏସୀୟ ମହିଳା ହକି ଚାମ୍ପିଅନ୍ସ ଟ୍ରଫି

Leave a Reply

Your email address will not be published. Required fields are marked *