ଗଛରେ ପିଟିହୋଇ ୩ ସାଙ୍ଗଙ୍କ ମୃତ୍ୟୁ

ଗଛରେ ପିଟିହେଲା ବାଇକ୍‌, ୩ ଯୁବକ ମୃତ | ମୟୂରଭଞ୍ଜ ଶୂଳିଆପଦା ବ୍ଲକ ସିଙ୍ଗିଡ଼ା ଗାଁର ଏହି ଘଟଣା | ଭୀମ ମେଳା ଦେଖି ଫେରୁଥିବା ବେଳେ ଘଟିଲା ଏହି ଦୁର୍ଘଟଣା | ବାଇକ୍‌ରେ ଥିବା ଧାତିକା ଗାଁର ୩ ସାଙ୍ଗ ହେଉଛନ୍ତି ଧାତିକା ଗାଁର |

Leave a Reply

Your email address will not be published. Required fields are marked *