

- ନୀଳଗିରି: ଦୋକାନରେ ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼, ମାଡ଼ ଖାଇଥିବା ଯୁବକ ନିକଟରେ ନିର୍ମାଣାଧୀନ ଜଳ ପ୍ରକଳ୍ପର ଶ୍ରମିକ ହୋଇଥିବା ଜଣାପଡ଼ିଛି
- ମମିତା ହତ୍ୟା ମାମଲା: ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି ଯୁବ ମୋର୍ଚ୍ଚା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ, ତାଙ୍କୁ ଗିରଫ କରାଯାଉ; ଯଦି ସରକାର CBI ତଦନ୍ତ ପାଇଁ ନ ଲେଖନ୍ତି, ଆସନ୍ତା ୨୬ ଓ ୨୭ରେ ସବୁ SP ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବୁ-ବିଜେପି ଯୁବ ମୋର୍ଚ୍ଚା ସଭାପତି