

- ଓଡ଼ିଶା ହାଇକୋର୍ଟର ୩ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ, ଶପଥ ନେଲେ ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ରାଧାକ୍ରୀଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର, ୩ ବିଚାରପତିଙ୍କୁ ଶପଥ ପାଠ କରାଉଲେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର, ଏବେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୭କୁ ବୃଦ୍ଧି
- ଅକ୍ଟୋବର ୩୧ ପର୍ଯ୍ୟନ୍ତ DL ଓ RC ରିନ୍ୟୁ ବାଧ୍ୟତାମୂଳକ; ନଭେମ୍ବର ୧ ତାରିଖରୁ ଧରାପଡିଲେ ଦେଇପାରନ୍ତି ଜୋରିମାନା