

- ଶ୍ରୀମନ୍ଦିରରୁ ହଟିଲା ରବିବାରିଆ କଟକଣା | ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି | ମାର୍ଚ ୨୦ରୁ ପ୍ରତି ରବିବାର ମିଳିବ କାଳିଆ ଦର୍ଶନ
- ବାଣପୁର ବ୍ଳକ୍ ଅଫିସ୍ ଆଗରେ ବିଧାୟକଙ୍କ ଗାଡ଼ି ମାଡ଼ିଯିବା ଘଟଣାରେ ଉତ୍ତେଜନା ଯୋଗୁ ବାଣପୁର ଓ ବେଗୁନିଆରେ ୧୪୪ ଧାରା ଜାରି | ଆଇନ ଶୃଙ୍ଖଳା ସ୍ଥିତି ଦୃଷ୍ଟିରୁ ୧୪୪ ଧାରା ଜାରି କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ