ପ୍ରକଳ୍ପ ନିର୍ଦେଶକଙ୍କ ଘରୁ ଦେଢ଼ କୋଟି ଜବତ

ପ୍ରକଳ୍ପ ନିର୍ଦେଶକଙ୍କ ଘରୁ ଦେଢ଼ କୋଟି ଜବତ | ମାଲକାନଗିରି ଜଳ ସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦେଶକ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ରେଡ୍ | ପ୍ରକଳ୍ପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ରେଡ୍ | ଜୟପୁର ପାଓ୍ବାର ହାଉସ ଘର ଓ ଅନ୍ୟ ସ୍ଥାନରେ ରେଡ୍ |

Leave a Reply

Your email address will not be published. Required fields are marked *