ସୁବର୍ଣ୍ଣପୁର ବୀରମହାରାଜପୁର ସୁବଳୟ ଥାନା ଅଞ୍ଚଳରୁ ୩ଟି ହାତୀ ଦାନ୍ତ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ | ଜବତ ହାତୀ ଦାନ୍ତର ଓଜନ ୧୦ କେ.ଜି | ହାତୀ ଦାନ୍ତ ଡିଲ୍ କରିବା ବେଳେ ଅଭିଯୁକ୍ତ ରଞ୍ଜନ ମହାକୁଡ଼କୁ ବାନ୍ଧିଲା ଏସ୍‌ଟିଏଫ୍ । ୨୦୨୦ରୁ ଏବେ ଯାଏ ରାଜ୍ୟରୁ ୧୮ଟି ହାତୀ ଦାନ୍ତ ଜବତ କଲାଣି ଏସ୍‌ଟିଏଫ୍ |

Leave a Reply

Your email address will not be published. Required fields are marked *