

- କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ବୋଧନ, ପରିବେଶ ପର୍ଯ୍ୟଟନ ପାଇଁ କନ୍ଧମାଳ ଜିଲ୍ଲା ସବୁଠି ପରିଚିତ, କନ୍ଧମାଳର ହଳଦୀ ସାରା ବିଶ୍ବରେ ଏକ ବ୍ରାଣ୍ଡ ହୋଇଛି, ଯୋଗାଯୋଗ ସମସ୍ୟା ଦୂର ପାଇଁ ୧୨୦ କୋଟିର ବିଜୁ ସେତୁ ହୋଇଛି, କନ୍ଧମାଳର ୨ ଲକ୍ଷ ଲୋକ ସେତୁର ସୁବିଧା ପାଇବେ
- ଆନ୍ଧ୍ରରେ ହେବ ନାହିଁ ୩ଟି ରାଜଧାନୀ, ଆନ୍ଧ୍ର ବିଧାନସଭାରେ ଆଗତ ହେଲା ବିକେନ୍ଦ୍ରୀକରଣ ପ୍ରତ୍ୟାହାର ବିଲ୍, ଆନ୍ଧ୍ର ପ୍ରଦେଶରେ ୩ଟି ରାଜଧାନୀ ପ୍ରତିଷ୍ଠା ପ୍ରସ୍ତାବ ପ୍ରତ୍ୟାହାର ହେବ, ବିଶାଖାପାଟଣା, ଅମରାବତୀ ଓ କୁର୍ଣ୍ଣୁଲରେ ରାଜଧାନୀ ପାଇଁ ଥିଲା ପ୍ରସ୍ତାବ