କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ, ପରିବେଶ ପର୍ଯ୍ୟଟନ ପାଇଁ କନ୍ଧମାଳ ଜିଲ୍ଲା ସବୁଠି ପରିଚିତ, କନ୍ଧମାଳର ହଳଦୀ ସାରା ବିଶ୍ବରେ ଏକ ବ୍ରାଣ୍ଡ ହୋଇଛି, ଯୋଗାଯୋଗ ସମସ୍ୟା ଦୂର ପାଇଁ ୧୨୦ କୋଟିର ବିଜୁ ସେତୁ ହୋଇଛି, କନ୍ଧମାଳର ୨ ଲକ୍ଷ ଲୋକ ସେତୁର ସୁବିଧା ପାଇବେ

Leave a Reply

Your email address will not be published. Required fields are marked *