ଟାୱାର ଉପରେ ଚଢ଼ିଗଲେ ଯୁବକ

ଟାୱାର ଉପରେ ଚଢ଼ିଗଲେ ଯୁବକ | ବଲାଙ୍ଗିର-ସମ୍ବଲପୁର ରୋଡ୍‌ NHର ୨୦୦ ଫୁଟ ଉଚ୍ଚ ଟାୱାର ଉପରେ ଚଢ଼ିଗଲେ | ଟାୱାର ଉପରେ ଚଢ଼ି ଯୁବକ ବ୍ୟାୟାମ ପ୍ରଦର୍ଶନ କରୁଛନ୍ତି | ଘଟଣାସ୍ଥଳରେ ପୋଲିସ, ଦମକଳ ଓ ବିଜୁଳି ବିଭାଗ ପହଞ୍ଚି ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ଉଦ୍ୟମ ଜାରି |

Leave a Reply

Your email address will not be published. Required fields are marked *