କିଟ୍ ବିବାଦ ଯୋଗାଣ ମନ୍ତ୍ରୀଙ୍କ ପ୍ରତ୍ରିକିୟା | ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ | ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି | ବିଭାଗୀୟ ମନ୍ତ୍ରୀ ଢିଲା ନକରି ଠିକ୍ ପଦକ୍ଷେପ ନେଇଛନ୍ତି | ଓଡ଼ିଶାକୁ ବଦନାମ ପାଇଁ ଚାହୁଁଥିବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ |