ଯାଜପୁର ଥାନା ମୋଟରଙ୍ଗାପାଳରେ ଥିବା ଈଶାନେଶ୍ବର ଶିବ ମନ୍ଦିରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯାଜପୁର: ବିଲ ମଝି ଶିବ ମନ୍ଦିରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବାର ସନ୍ଦେହ ଉପୁଜିଛି । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ମନୋଜ ଜେନା ।
ଯାଜପୁର ଥାନା ମୋଟରଙ୍ଗାପାଳରେ ଥିବା ଈଶାନେଶ୍ବର ଶିବ ମନ୍ଦିରରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ମନୋଜ ଜେନା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିଛି ।