ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ; ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦାମ୍ ବୃଦ୍ଧି ଯୋଗୁ ବସ୍ କ୍ଷତିରେ ଚାଲିଛି, ତେଲ ଦାମ୍ କମ୍ କରିବା ସହ ଟ୍ୟାକ୍ସ କମ୍ କରନ୍ତୁ ସରକାର, ଏଥିପାଇଁ ନଭେମ୍ବର ୧୫ପର୍ଯ୍ୟନ୍ତ ମହଲତ ଦେଉଛୁ,ଦାବି ନ ଶୁଣିଲେ ନଭେମ୍ବର ୧୬ରୁ ଅନିର୍ଦ୍ଦିଷ୍ଟ କାଳ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ |

Leave a Reply

Your email address will not be published. Required fields are marked *