

- ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଘଟଣା, ବେପରୁଆ ଗାଡ଼ି ଚଲାଇ ନୁହେଁ, ବରଂ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କ ନାଁରେ କଠିନ ଦଫା ଲଗାଇବାକୁ କୋର୍ଟରେ SITର ଆବେଦନ। କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଜଣ ଅଭିଯୁକ୍ତ ଅଛନ୍ତି
- ଭୁବନେଶ୍ବରରେ କଟକଣା କଡ଼ାକଡ଼ି କଲା କମିସନରେଟ ପୋଲିସ, ରାତି ୧୦ଟା ପରେ ଡିଜେ ବାଜିଲେ ବା ବାଣ ଫୁଟିଲେ ଜଣାଇବାକୁ ପରାମର୍ଶ | ହେଲ୍ପ ଲାଇନ୍ ନମ୍ବର-0674-2540294 ନମ୍ବର-୦୬୭୪-୨୫୪୦୨୯୪ ଜାରି କଲା ପୋଲିସ | ବରିଷ୍ଠ ନାଗରିକ, ପ୍ରସୂତି ଓ ଛୋଟ ପିଲାଙ୍କ ସୁବିଧା ଦୃଷ୍ଟିରୁ ନିୟମ