ପ୍ରକାଶ ପାଇଲା ଭୁବନେଶ୍ବର ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା । ଭୋଟର ସଂଖ୍ୟା ୭ଲକ୍ଷ ୨୫ ହଜାର ୭୬୫ , ଚିଠା ଭୋଟର ତାଲିକା ସଂଶୋଧନ ପରେ କମିଛି ଭୋଟର ସଂଖ୍ୟା । ମହିଳା ଭୋଟରଙ୍କଠାରୁ ପୁରୁଷ ଭୋଟର ଅଧିକ । ବିଏମ୍‌ସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ସୂଚନା

ପ୍ରକାଶ ପାଇଲା ଭୁବନେଶ୍ବର ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା ।ଭୋଟର ସଂଖ୍ୟା ୭ଲକ୍ଷ ୨୫ ହଜାର ୭୬୫ , ଚିଠା ଭୋଟର ତାଲିକା ସଂଶୋଧନ ପରେ କମିଛି ଭୋଟର ସଂଖ୍ୟା । ମହିଳା ଭୋଟରଙ୍କଠାରୁ ପୁରୁଷ ଭୋଟର ଅଧିକ । ବିଏମ୍‌ସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ସୂଚନା

Leave a Reply

Your email address will not be published. Required fields are marked *