ଜୁନ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ହେବ ଓଜେଇଇ ପରୀକ୍ଷା । ଆଜିଠୁ ଏପ୍ରିଲ ୧୩ ଯାଏ ଏଥିପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।ojee.nic.in ଓ୍ବେବସାଇଟରେ ହେବ ଆବେଦନ । ସିବିଟି ବା କମ୍ପ୍ୟୁଟର ଭିତ୍ତିକ ପଦ୍ଧତିରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଜୁନ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ହେବ ଓଜେଇଇ ପରୀକ୍ଷା । ଆଜିଠୁ ଏପ୍ରିଲ ୧୩ ଯାଏ ଏଥିପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ojee.nic.inଓ୍ବେବସାଇଟରେ ହେବ ଆବେଦନ ।

Leave a Reply

Your email address will not be published. Required fields are marked *