- ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ବର୍ତ୍ତମାନ ୨୪ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସିତ। ଜଳସ୍ତର ରହିଛି ୬୧୬.୯୧ ଫୁଟ । ପ୍ରବେଶ କରୁଛି ୪ଲକ୍ଷ ୩୫ ହଜାର ୩୦୩ କ୍ୟୁସେକ୍ ଜଳ ।ନିଷ୍କାସିତ ହେଉଛି ୩ ଲକ୍ଷ ୪୯ ହଜାର ୩୦୩ କ୍ୟୁସେକ୍ ଜଳ ।
- ଲଘୁଚାପ ପ୍ରଭାବରେ ଟ୍ୱିନ୍ ସିଟିରେ ଦିନ ତମାମ ବର୍ଷା ଯୋଗୁଁ ବନ୍ୟାର ଆଶଙ୍କା ; ଟ୍ରାଫିକ୍ ସମସ୍ୟା ଓ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହେବ