ବସ୍‌କୁ ହାଇୱା ପିଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଦୁର୍ଘଟଣାରେ ଗୁରୁତର ୧୩ ଜଣ ବୁର୍ଲା ମେଡିକାଲରେ ଭର୍ତ୍ତି, ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଗତକାଲି ଘଟିଥିଲା ଦୁର୍ଘଟଣା

ଝାରସୁଗୁଡ଼ା: ବସ୍‌କୁ ହାଇୱା ପିଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଦୁର୍ଘଟଣାରେ ଗୁରୁତର ୧୩ ଜଣ ବୁର୍ଲା ମେଡିକାଲରେ ଭର୍ତ୍ତି, ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଗତକାଲି ଘଟିଥିଲା ଦୁର୍ଘଟଣା, JSW କାରଖାନାରୁ ଶ୍ରମିକ ନେଇ ଯାଉଥିବା ବସ୍‌କୁ ଧକ୍କା ଦେଇଥିଲା ହାଇଓ୍ୱା

Leave a Reply

Your email address will not be published. Required fields are marked *