ଅଗଷ୍ଟ ୧୯ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଆସନ୍ତାକାଲିଠୁ ବଢ଼ିବ ବର୍ଷାର ବିସ୍ତୃତି ଓ ପ୍ରକୋପ । ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ଚେତାବନୀ ।୧୯ ଓ ୨୦ରେ ଅତିପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଅଗଷ୍ଟ ୧୯ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଆସନ୍ତାକାଲିଠୁ ବଢ଼ିବ ବର୍ଷାର ବିସ୍ତୃତି ଓ ପ୍ରକୋପ ।

Read more

ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ଆଜି ସଂଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହେବ: ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା

ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ଆଜି ସଂଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହେବ:

Read more

ଜମ୍ମୁ-କାଶ୍ମୀରରେ ବଡ଼ ଅଘଟଣ । ବ୍ରେକ୍ ଫେଲ୍ ହୋଇ ନଦୀ ଘାଇକୁ ଖସିଲା ୩୯ ଜଣ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍‌, ୬ ଯବାନ ସହିଦ । ଅମରନାଥ ଯାତ୍ରା ଡ୍ୟୁଟିରେ ଥିବା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବେଳେ ଘାଟିକୁ ଖସିଛି ବସ୍ । ଚନ୍ଦନୱାଡିରୁ ପହଲଗାମକୁ ଯାଉଥିବା ବେଳେ ଦୁର୍ଘଟଣା ।

ଜମ୍ମୁ-କାଶ୍ମୀରରେ ବଡ଼ ଅଘଟଣ । ବ୍ରେକ୍ ଫେଲ୍ ହୋଇ ନଦୀ ଘାଇକୁ ଖସିଲା ୩୯ ଜଣ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍‌, ୬ ଯବାନ ସହିଦ ।

Read more

AIFF ତଥା ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରସନ୍‌କୁ ସସ୍‌ପେଣ୍ଡ କଲା ବିଶ୍ୱ ପୁଟବଲ୍‌ର ଶୀର୍ଷ ସଙ୍ଗଠନ FIFA

ନୂଆଦିଲ୍ଲୀ: ଭାରତକୁ ବଡ ଝଟ୍‌କା। AIFF ତଥା ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରସନ୍‌କୁ ସସ୍‌ପେଣ୍ଡ କଲା ବିଶ୍ୱ ପୁଟବଲ୍‌ର ଶୀର୍ଷ ସଙ୍ଗଠନ FIFA। ତୃତୀୟ ପକ୍ଷର ଅଯଥା

Read more

‘ସାବରକର’ ଓ ‘ଟିପୁ ସୁଲତାନ’ଙ୍କ ବ୍ୟାନର୍‌କୁ ନେଇ ସଂଘର୍ଷ, ୧୪୪ ଧାରା ଲାଗୁ ସହ ପ୍ରଶାସନ ଲଗାଇଲା ଜାତୀୟ ପତାକା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବୀର ସାବରକର ଓ ମୈସୁର ଶାସକ ଟିପୁ ସୁଲତାନଙ୍କ ବ୍ୟାନରକୁ ନେଇ ବିବାଦ ଉପୁଜିଛି। ଶିବମୋଗାରେ ସାବରକର ଏବଂ ସୁଲତାନଙ୍କ ବ୍ୟାନର ଲଗାଇବାକୁ ନେଇ

Read more

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ପୁଣ୍ୟତିଥି।

ନୂଆ ଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ପୁଣ୍ୟତିଥି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

Read more

ଜଗତସିଂହପୁରର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ଆରମ୍ଭ, ମହାନଦୀରେ ଜଳସ୍ତର ବୃଦ୍ଧି କାରଣରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ; ତିର୍ତ୍ତୋଲ ବ୍ଲକର ତଳିଆ ଅଞ୍ଚଳରୁ ପ୍ରାୟ ୪୦୦ ଲୋକଙ୍କୁ ସ୍ଥାନାନ୍ତର; ଲୋକଙ୍କୁ ୪ଟି ସ୍କୁଲରେ ରଖାଯାଇଥିବା ତିର୍ତ୍ତୋଲ ବିଡିଓଙ୍କ ସୂଚନା

ଜଗତସିଂହପୁରର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ଆରମ୍ଭ, ମହାନଦୀରେ ଜଳସ୍ତର ବୃଦ୍ଧି କାରଣରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ; ତିର୍ତ୍ତୋଲ ବ୍ଲକର ତଳିଆ ଅଞ୍ଚଳରୁ ପ୍ରାୟ ୪୦୦ ଲୋକଙ୍କୁ

Read more

ବନ୍ୟାରେ ବୁଡ଼ିଲା ମା ଭଟ୍ଟାରିକାଙ୍କ ମନ୍ଦିର; ପ୍ରାଙ୍ଗଣରେ ୧୪୪ ଧାରା ଜାରି

କଟକ: ରାଜ୍ୟର ପ୍ରସିଦ୍ଧ ଦେବୀ ପୀଠ ଭଟ୍ଟାରିକାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ୧୪୪ ଧାରା ଜାରି ହୋଇଛି । ଅତିରିକ୍ତ ତହସିଲଦାର ତପନ କୁମାର ପରିଡ଼ା ଭଟ୍ଟାରିକା

Read more

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅବସରରେ ଅହିଂସା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ

Read more

ଇଜିପ୍ଟର ଚର୍ଚ୍ଚରେ ଭୟଙ୍କର ଅଗ୍ନିକାଣ୍ଡ ; ୪୧ ଜଣଙ୍କର ମୃତ୍ୟୁ, ୧୨ ଜଣ ଆହତ

ଇଜିପ୍ଟ : ଇଜିପ୍ଟର ଇମ୍ବାବା ଜିଲ୍ଲାର ଆବୁ ସେଫିନ୍ ଚର୍ଚ୍ଚରେ ରବିବାର ଦିନ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ

Read more