କଂଗ୍ରେସର ଇସ୍ତାହାର । ପଦ୍ମପୁରକୁ ଜିଲ୍ଲା ମାନ୍ୟତା, ପାଇକମାଳକୁ NAC ମାନ୍ୟତା ଓ ମେଲଛାମୁଣ୍ଡା, ଲଖମରାକୁ ବ୍ଲକ ମାନ୍ୟତା ନେଇ ପ୍ରଚେଷ୍ଟା ଜାରି ରହିବ । ଧାନର MSP ୨୬ଶହ ଟଙ୍କା କରିବା ସହ ଜୋର ହେବ ପଦ୍ମପୁରକୁ ରେଳ ଲାଇନ ସଂଯୋଗ ଦାବି ।
କଂଗ୍ରେସର ଇସ୍ତାହାର । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଜାରି ରହିବ ସଂଗ୍ରାମ । ପାଇକମାଳକୁ NAC ମାନ୍ୟତା ଓ ମେଲଛାମୁଣ୍ଡା, ଲଖମରାକୁ ବ୍ଲକ ମାନ୍ୟତା ନେଇ
Read more