ଅସିଦ୍ଧ ବିବାହରୁ ଜନ୍ମିତ ସନ୍ତାନକୁ ମିଳିବ ପୈତୃକ ସମ୍ପତ୍ତିର ଅଧିକାର; ସୁପ୍ରିମକୋର୍ଟଙ୍କ ଐତିହାସିକ ଫଏସଲା

ଆଇନଗତ ଅସିଦ୍ଧ ବିବାହରୁ ଜନ୍ମିତ ସନ୍ତାନକୁ ମିଳିବ ପୈତୃକ ସମ୍ପତ୍ତିର ଅଧିକାର। ସୁପ୍ରିମକୋର୍ଟ ଶୁଣାଇଛନ୍ତି ଏହି ଐତିହାସିକ ରାୟ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ

Read more