

- ଆସନ୍ତାକାଲି ରାଜ୍ୟର ସବୁ ପଞ୍ଚାୟତରେ ହେବ ନାଏବ ସରପଞ୍ଚ ନିର୍ବାଚନ । ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏ ପ୍ରାର୍ଥୀମାନେ କରିପାରିବେ ନାମାଙ୍କନ । ଦିନ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ | ଦିନ ୧୨ଟାରୁ ୧ଟା ଯାଏ ଭୋଟ ଗ୍ରହଣ, ଦିନ ୧ଟା ପରେ ଗଣତି ପରେ ଫଳାଫଳ ।
- ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଟାଟା ପାଓ୍ବର ପରିଚାଳକ ସନ୍ତୋଷ କୁମାର ଦରଜୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ