ଧର୍ମ ଓ ଜାତି ନିର୍ବିଶେଷରେ ଦେଶର ସବୁ ଝିଅଙ୍କ ପାଇଁ ଲାଗୁ ହେବ ନିୟମ। ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ରେ ଖୁବ୍ ଶୀଘ୍ର ହେବ ସଂଶୋଧନ ୨୧ ବର୍ଷ ପୂର୍ବରୁ ଝିଅଙ୍କୁ ମିଳିବନି ବିବାହ ଅନୁମତି | ଦେଶରେ ଯୁବତୀଙ୍କ ବିବାହ ବୟସ ୧୮ରୁ ୨୧ ବର୍ଷକୁ ବୃଦ୍ଧି ସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରି ସୂଚନା।- ଭୁବନେଶ୍ବର ଝାରପଡ଼ା ଜେଲରେ ଆଜି ବି ମାଓନେତା ଦୁବାସୀକୁ ଜେରା କରିବ NIA ଟିମ । ଆଜି ଦୁବାସୀର ଓଡ଼ିଶା ଲିଙ୍କ ଓ ଅପରାଧ ଯୋଜନା ନେଇ ହେବ ଜେରା । ଓଡ଼ିଶା, ଆନ୍ଧ୍ର ଓ ତେଲଙ୍ଗାନାରେ ୭୬ଟି ହିଂସାକାଣ୍ଡରେ ଦୁବାସୀ ସଂପୃକ୍ତ ।