ଭୁବନେଶ୍ବର ଝାରପଡ଼ା ଜେଲରେ ଆଜି ବି ମାଓନେତା ଦୁବାସୀକୁ ଜେରା କରିବ NIA ଟିମ । ଆଜି ଦୁବାସୀର ଓଡ଼ିଶା ଲିଙ୍କ ଓ ଅପରାଧ ଯୋଜନା ନେଇ ହେବ ଜେରା । ଓଡ଼ିଶା, ଆନ୍ଧ୍ର ଓ ତେଲଙ୍ଗାନାରେ ୭୬ଟି ହିଂସାକାଣ୍ଡରେ ଦୁବାସୀ ସଂପୃକ୍ତ ।

Leave a Reply

Your email address will not be published. Required fields are marked *