ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟିଲେ NCC ମହାନିର୍ଦ୍ଦେଶକ

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟିଲେ NCC ମହାନିର୍ଦ୍ଦେଶକ |ଓଡ଼ିଶାରେ ପ୍ରତିଷ୍ଠା ହେବ ୩ଟି କ୍ୟାଡେଟ ଟ୍ରେନିଂ ସେଣ୍ଟର | କ୍ୟାଡେଟ ସଂଖ୍ୟା ୬୦ ହଜାରରୁ ୯୦ ହଜାରକୁ ବୃଦ୍ଧି ପାଇବ | ଝାରସୁଗୁଡ଼ା ଏୟାରପୋର୍ଟରେ ହେବ ହ୍ୟାଙ୍ଗର | ବିମାନ ଉଡ଼ାଣ ପ୍ରଶିକ୍ଷଣ ପାଇବେ NCC କ୍ୟାଡେଟ |

Leave a Reply

Your email address will not be published. Required fields are marked *