Fast News ରଣବୀରଙ୍କ ନାଁରେ ମାମଲା February 10, 2025February 10, 2025 Sai Sudha 0 Comments ରଣବୀରଙ୍କ ନାଁରେ ମାମଲା | ରଣବୀର ଆହ୍ଲାବାଦିଆଙ୍କ ବିରୋଧରେ ମାମଲା | ଦିଲ୍ଲୀରେ ମାମଲା ରୁଜୁ କଲେ ସୁପ୍ରିମ୍ କୋର୍ଟ ଆଇନଜୀବୀ | ଏକ ଶୋ’ରେ ଅଶ୍ଳୀଳ ମତାମତ ଦେଇ ବିବାଦୀୟ ହୋଇଛନ୍ତି | ନିଜର ମତାମତ ପାଇଁ କ୍ଷମା ପ୍ରାର୍ଥନା ବି କରିଛନ୍ତି ରଣବୀର |