

- ଵାଙ୍କି ଅଞ୍ଚଳରେ ହାତୀର ଉପଦ୍ରବ ଦେଖିବାକୁ ମିଳିଛି; ରାତିରେ ହାତୀ ପଲ ଫସଲ ନଷ୍ଟ କରି ଦେଉଥିବାରୁ ଉଜାଗର ରହି ନିଆଁ ହୁଲା ହାତରେ ଧରି ସୁନାର ଫସଲକୁ ଜଗି ରହିଛି ଚାଷୀ , ଡମପଡା ଓ ଚନ୍ଦକାରୁ ହାତୀପଲ ଆସି ଵାଙ୍କି ଅଞ୍ଚଳରେ ଅନେକ ଚାଷ ଜମିରେ ଫସଲକୁ ଦଳିଚକଟି ନଷ୍ଟ କରି ଦେଉଛନ୍ତି
- ଡଙ୍ଗା ଭସାଇବା ବେଳେ ବ୍ରାହ୍ମଣୀ ନଦୀର ବୁଦ୍ଧେଶ୍ବର ଘାଟରେ ଭାସିଗଲେ ଢେଙ୍କାନାଳ ଭୁବନର ୧୨ ବର୍ଷର ବାଳକ, ନିଖୋଜ ବାଳକ ଭୁବନ ଥାନା ଲତାବିଲ ଗାଁର ରୋଶନ ନାୟକ, ଭୁବନ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି