- ଦିଲ୍ଲୀରେ ଆଉ ୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ, ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି । ଦେଶର ମୋଟ ୮ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ଏଯାଏ ମହାରାଷ୍ଟ୍ରରେ ସର୍ବାଧିକ ୨୦, ରାଜସ୍ଥାନରେ ୯ ଚିହ୍ନଟ ।
- ଓମିକ୍ରନ ରିସ୍କ ଦେଶରୁ ଫେରିଲେ ପ୍ରି-ବୁକିଂ RT-PCR ଟେଷ୍ଟ ପାଇଁ ନିର୍ଦେଶ | ଡିସେମ୍ବର ୨୦ରୁ କଟକଣା କଡ଼ାକଡ଼ି କଲା ବିମାନ ଚଳାଚଳ ମନ୍ତ୍ରାଳୟ | ଯାତ୍ରୀ ପ୍ରି-ବୁକିଂ କରିଛନ୍ତି କି ନାହିଁ ଯାଞ୍ଚ କରିବାକୁ ଏୟାର ଲାଇନ୍ସକୁ ନିର୍ଦେଶ, ବୋର୍ଡିଂ ପୂର୍ବରୁ ପ୍ରି-ବୁକିଂ କରିଥିବା ଦର୍ଶାଇବେ, ନକରିଥିଲେ ଟେଷ୍ଟ ବ୍ୟବସ୍ଥା କରାଇବାକୁ ନିର୍ଦେଶ