ଅଗ୍ନିଶମ କର୍ମଚାରୀଙ୍କ ବଢ଼ିଲା ଭତ୍ତା

ଅଗ୍ନିଶମ କର୍ମଚାରୀଙ୍କ ବଢ଼ିଲା ଭତ୍ତା | ଘରଭଡ଼ା ପ୍ରଦାନ ସହ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ | ଉପକୃତ ହେବେ ୬୦୫୮ ଅଗ୍ନିଶମ କର୍ମଚାରୀ | ‘X’ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା |

Leave a Reply

Your email address will not be published. Required fields are marked *