

- ଆଜିଠୁ OJEE ୱେବ୍-ବେସ୍ଡ ବିଟେକ୍ କାଉନସେଲିଂ ଆରମ୍ଭ । B.Arch, B.Plan, http://B.CAT, ଇଣ୍ଟିଗ୍ରେଟେଡ http://M.Sc କାଉନସେଲିଂ । ନଭେମ୍ବର ୨ରେ ପଞ୍ଜିକରଣ ଓ ଚଏସ୍ ଲକିଂ ଶେଷ । ଆଜି ସଂଧ୍ୟା ୫ଟାରୁ ଆରମ୍ଭ ହେବ ଚଏସ ଫିଲିଂ
- ଆସନ୍ତା ୧୮ ତାରିଖରେ ଦେଶ ସାରା ରେଳ ରୋକ | ସାରା ଦେଶରେ ରେଳ ରୋକକୁ କଂଗ୍ରେସର ସମର୍ଥନ | ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରେଳ ରୋକ ଡାକରା ଦିଆଯାଇଛି