କେରଳରେ ପ୍ରବଳ ବର୍ଷା ପରେ ଭୂସ୍ଖଳନରେ ୭ ମୃତ

ଲଘୁଚାପ ପ୍ରଭାବରେ କେରଳରେ ପ୍ରବଳ ବର୍ଷା ପରେ କୋଟ୍ଟାୟମ ଓ ଇଡୁକି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖଳନ । ୭ ମୃତ, ବହୁ ଲୋକ ନିଖୋଜ । ଭୂସ୍ଖଳନରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ରାଜ୍ୟରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ଥିବା କହିଲେ କେରଳ ମୁଖ୍ୟମନ୍ତ୍ରୀ

Leave a Reply

Your email address will not be published. Required fields are marked *