

- ଜାମ୍ମୁ ଓ କାଶ୍ମୀରର କଟ୍ରାରେ ମାତା ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟାରେ ୧୨ ମୃତ, ୨୦ ଗୁରୁତର ଆହତ | ଯାତ୍ରା ବନ୍ଦ, ଉଦ୍ଧାର କାର୍ଯ୍ୟ ଜାରି। ଗୁରୁତର ଆହତମାନେ ନାରାୟଣ ହସ୍ପିଟାଲରେ ଭର୍ତ୍ତି | ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି ।
- ରାଜ୍ୟରେ ଦିନକରେ ଆଉ ୪୨୪ କୋରୋନା ଆକ୍ରାନ୍ତ ଚିହ୍ନଟ ।