ରାଜ୍ୟରେ ଦିନକରେ ଆଉ ୪୨୪ କୋରୋନା ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୫୫୬କୁ ବୃଦ୍ଧି, ସଂଗରୋଧରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୭୫ ରୋଗୀ ଚିହ୍ନଟ । ୨ ହଜାର ୭୮ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ | ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୭ ଆକ୍ରାନ୍ତ ଚିହ୍ନଟ । କଟକରୁ ୪୫, ସୁନ୍ଦରଗଡ଼ ୩୮, ଝାରସୁଗୁଡ଼ା ୧୫, ସମ୍ବଲପୁର ୧୫, କେନ୍ଦୁଝର ୧୪, ପୁରୀ ୧୪, ବରଗଡ଼ ୧୦, ଯାଜପୁର ୯, ବାଲେଶ୍ବର ୮ କୋରୋନା ନେଲା ଆଉ ୨ ଜୀବନ, କଟକରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୪୬୨କୁ ବୃଦ୍ଧି |

Leave a Reply

Your email address will not be published. Required fields are marked *