Fast News ଭାରତୀୟ ପ୍ରବାସୀଙ୍କୁ ବିଦା କଲା ଆମେରିକା February 4, 2025February 4, 2025 Sai Sudha 0 Comments ଭାରତୀୟ ପ୍ରବାସୀଙ୍କୁ ବିଦା କଲା ଆମେରିକା | ପ୍ରଥମ ପର୍ଯ୍ୟାୟରେ ୫ ହଜାରଙ୍କୁ ପଠାଇଲା ଆମେରିକା |ସେନା ଏୟାରକ୍ରାଫ୍ଟରେ ଭାରତ ଫେରୁଛନ୍ତି ପ୍ରବାସୀ | ଆମେରିକାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ରହୁଥିଲେ |