Fast News ଭିଡ଼ ନିୟନ୍ତ୍ରଣ କରିବାରେ ନାକେଦମ ପୋଲିସ February 5, 2025February 5, 2025 Sai Sudha 0 Comments ଭିଡ଼ ନିୟନ୍ତ୍ରଣ କରିବାରେ ନାକେଦମ ପୋଲିସ | ଅଫଲାଇନ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼ | ଟିକେଟ୍ କାଉଣ୍ଟରରେ ଠେଲାପେଲା, ଦଳାଚକଡ଼ା | ଗତକାଲି ସନ୍ଧ୍ୟାରୁ ଧାଡ଼ି ଦେଇଛନ୍ତି କ୍ରିକେଟ୍ ପ୍ରେମୀ | ବ୍ୟାରିକେଡ୍ କାଟି ଲୋକଙ୍କୁ ବାହାର କରାଗଲା |