୫ ବର୍ଷ ପରେ ଖସିଲା ରେପୋ ରେଟ୍ | ରେପୋ ରେଟ୍ ୦.୨୫% ହ୍ରାସ କଲା RBI | ରେପୋ ରେଟ୍ ୬.୫୦%ରୁ ୬.୨୫%କୁ ହ୍ରାସ | RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଘୋଷଣା | ସର୍ବସମ୍ମତି କ୍ରମେ ମନିଟାରୀ ପଲିସି କମିଟିର ଘୋଷଣା | ଶସ୍ତା ହୋଇପାରେ ଘର, ଅଟୋ ଓ ପର୍ସନାଲ ଲୋନ | ଘର ପାଇଁ ଋଣ ଉପରେ ହ୍ରାସ ପାଇପାରେ #EMI