ଆରମ୍ଭ ହେଲା ‘ସୁଗମ୍ୟ ଯାତ୍ରା’ କାର୍ଯ୍ୟକ୍ରମ

ଆରମ୍ଭ ହେଲା ‘ସୁଗମ୍ୟ ଯାତ୍ରା’ କାର୍ଯ୍ୟକ୍ରମ | ରାଜ୍ୟରେ ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହେଲା ସେବା | ଦିବ୍ୟାଙ୍ଗଙ୍କ ପାଇଁ ସହଜ ହେବ ମେଡିକାଲ ପହଞ୍ଚିବା | ସରକାରୀ କାର୍ଯ୍ୟାଳୟରେ ପହଞ୍ଚିବା ବି ସୁଗମ ହେବ | ଶୁଭାରମ୍ଭ କଲେ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ | ଭୁବନେଶ୍ବରର ୩ଟି ଜୋନ ପାଇଁ ୩ଟି ଟିମ୍‌ ଗଠିତ

Leave a Reply

Your email address will not be published. Required fields are marked *